ଅପରାଧ ଖବର

ସ୍ଲୁଗ —- ଜେଇ ପି. କେ ସାହୁ ନିଲମ୍ବନ କେବେ ?

ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡିଶା ଷ୍ଟେଟ ଆର୍କଲୋଜି ରେ ପି. କେ ସାହୁ ଙ୍କ ଆଖିବୁଜା ଦୁର୍ନୀତି. ଦୁର୍ନୀତି କୁ ଚପାଇ ଦେବା ପାଇଁ ଠିକାଦାର ଙ୍କ ଠାରୁ ଆଦାୟ ଅର୍ଥ ରେ ଜରୁରୀକାଳୀନ ପାଣ୍ଠି ଗଠନ କରାଯାଇଛି. ଠିକାଦାର ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ନିଜର ବିଜେବି ନଗର ଘରେ ରଖୁଛନ୍ତି. ଅଚାନକ ଭାବରେ ଦୁର୍ନୀତି ର ଖୋଳାତାଡ଼ ହେଲେ ନିଜେ କାର ଧରି ଘଟଣା ସ୍ଥଳରେ ପହଞ୍ଚି ଘଟଣା କୁ ଚପାଇ ଦିଅନ୍ତି. ସଚିବାଳୟ ପାଖରେ ଅଫିସ ଥିଲେ ମଧ୍ୟ୍ୟ ସଂସ୍କୃତି ନିର୍ଦେଶକ ସେହି ବିଲଡିଙ୍ଗ ରେ ବସୁଥିଲେ ମଧ୍ୟ୍ୟ କେହି ଟେର ପାଆନ୍ତି ନାହିଁ. ସଂସ୍କୃତି ବିଭାଗ ର ଜଣେ ଅଧିକାରୀ ଙ୍କ ପୁଅ କୁ ଜେଇ ପି. କେ ସାହୁ ମାସିକିଆ ନିର୍ଦିଷ୍ଟ ପରିମାଣ ର ଅର୍ଥ ରୋଜଗାର ଆକାରରେ ଦିଅନ୍ତି. କୌଣସି ଅଭିଯୋଗ ଆସିଲେ ଘଟଣା କୁ ଚପାଇ ତୁରନ୍ତ ରଫାଦଫା କରିବା ପାଇଁ. ଆର୍କଲୋଜି ସୁପରିଟେଣ୍ଡେଣ୍ଟ ଜଣେ ନରମା ବ୍ୟକ୍ତି ହୋଇଥିବାରୁ ସବୁ ଜାଣିଶୁଣି ଅନ୍ଧ ଧୃତରାଷ୍ଟ୍ର ପାଲଟିଛନ୍ତି. ଷ୍ଟେଟ ଆର୍କଲୋଜି ଅଫିସ ଭୁତଖାନା ରେ ପରିଣତ ହୋଇଛି. ସୁପରିଟେଣ୍ଡେଣ୍ଟ ଙ୍କର ଚାକିରୀ ବର୍ଷେ ରହୁଥିବାରୁ ଭିଜିଲାସନ୍ସ ତଦନ୍ତ କି ବିଭାଗୀୟ ତଦନ୍ତ ଚାଁହୁନାହାନ୍ତି କି RTI ତଥ୍ୟ ମାଗିଲେ କୌଣସି ତଥ୍ୟ ଦେବାକୁ ରାଜି ହେଉ ନାହାନ୍ତି. ଏହାର ଫାଇଦା ଜେଇ ପି. କେ ସାହୁ ନେଇ 5 ପରସେଣ୍ଟ ପିସି ସହିତ ଅନ୍ୟ ଉପାୟରେ ଅର୍ଥ ଆଦାୟ କରୁଛନ୍ତି. ଏହି ଅର୍ଥ ବଳରେ ସବୁ ଦୁର୍ନୀତି କୁ ଚାପି ଦେଉଛନ୍ତି. ସଚିବାଳୟ ଓ ହେଡ୍ସ ଅଫ ଡିପାର୍ଟମେଣ୍ଟ ରେ ତାଙ୍କର ଅବାଧ ପ୍ରବେଶ ରହିଛି. ସୁପ୍ରିଟେଣ୍ଡେଣ୍ଟ ମଧ୍ୟ୍ୟ ସେତିକି ଥର ସଚିବାଳୟ ଯାଉନାହାନ୍ତି ପି. କେ ସାହୁ ଙ୍କ ଭଳି. ସଂସ୍କୃତି ବିଭାଗ ରେ କୌଣସି ଅଭିଯୋଗ କିମ୍ବା ପିଟିସନ ବିଭାଗ କୁ ଗଲେ ତାକୁ ଚିରି ଫୋପାଡିବା ରେ ମାଷ୍ଟର ସେ. ଅଳ୍ପ ଦିନରେ ବହୁ ଅର୍ଥ ରୋଜଗାର କରି ବିଜେବି ନଗର ରେ ଘର ପ୍ଲଟ ବ୍ୟାଙ୍କ ବାଲାନ୍ସ ସମ୍ପର୍କୀୟ ନା ରେ ବେନାମୀ ଭାବରେ ସମ୍ପତ୍ତି ରଖିଛନ୍ତି. ଏତେ କମ ଦିନରେ ଏତେ ରୋଜଗାର କେମିତି କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି.. ଅଫିସ ର ଆଟେନାନସ କେହି ଦେଖନ୍ତି ନାହିଁ ମୂର୍ତ୍ତୀ କାମ ଠାରୁ ଠିକାଦାରୀ ଲୁଚିଛପି କରନ୍ତି. ଖାଲି ସେତିକି ନୁହେଁ ହାଇକୋର୍ଟ ରେ ଷ୍ଟେଟ ଆର୍କଲୋଜି ରେ ଥିବା ବଡ଼ବାବୁ ନିରଞ୍ଜନ ବାରିକ 2014 ଠିକ ପୂର୍ବରୁ କରିଥିବା ଜନସ୍ୱାର୍ଥ ମାମଲା 1 କୋଟି ରୁ ଉର୍ଧ୍ଵ ଟଙ୍କା ର କରିଥିଲେ ସେଥିରେ ପି. କେ ସାହୁ ଙ୍କ ନା ରେ ମଧ୍ୟ୍ୟ ହେରଫେର ରହିଛି. ଏବେ ମଧ୍ୟ୍ୟ ଏହି ମାମଲା ହାଇକୋର୍ଟ ରେ ରହିଛି ଅଫିସ ଅନୁରୋଧ କ୍ରମେ ନିରଞ୍ଜନ ବାରିକ ଅବସର ନେଇଥିଲେ ମଧ୍ୟ୍ୟ ଚୁପ ହୋଇଛନ୍ତି. ଏହାଉ ସମସ୍ତ ତଥ୍ୟ ନିରଞ୍ଜନ ବାରିକ ଙ୍କ ପାଖରେ ରହିଛି ଅଫିସ କିମ୍ବା ସଂସ୍କୃତି ବିଭାଗ ଚାହିଁଲେ ସେ ମଧ୍ୟ୍ୟ ପୂର୍ଣ୍ଣମାତ୍ରା ରେ ସହଯୋଗ କରିବେ. ଅପେକ୍ଷା ସଂସ୍କୃତି ବିଭାଗ ଓ ବର୍ତମାନ ସଂସ୍କୃତି ମନ୍ତ୍ରୀ ଅନେକ ଘଟଣା ର ତଦନ୍ତ କରିଛନ୍ତି ଓଡିଶା ଷ୍ଟେଟ ଆର୍କଲୋଜି ନିରପେକ୍ଷ ଭାବରେ ତଦନ୍ତ କଲେ ପି. କେ ସାହୁ ନିଲମ୍ବନ ହେବେ ଆଉ ଅନ୍ୟାନ ଜିନିଷ ପର୍ଦାଫାଶ ହେବ. କ୍ରମଶଃ ଭାବରେ ତଥ୍ୟ ପ୍ରମାଣ ପ୍ରକାଶ କରାଯିବା ସଂସ୍କୃତି ମନ୍ତ୍ରୀ ଙ୍କ ଦୃଷ୍ଟି ଆର୍କଷଣ କରିବା ପର୍ଯ୍ୟନ୍ତ.

Shares:
Leave a Reply

Your email address will not be published. Required fields are marked *